ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିଲେ ଆପଣଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଖାଲି ସେତିକି ନୁହେଁ ଅପଣ ଟ୍ରାଫିକ ପୋଷ୍ଟର ବାମପାଖରେ ଗାଡ଼ି ରଖିପାରିବେ ନାହିଁ । ଏ ନେଇ ଟ୍ରାଫିକ୍ ଡିସିପି ଏସ. ସୁଶ୍ରୀ ଅମାନିଆ ଚଳକ ମାନଙ୍କୁ ସାବଧାନ କରାଇଦେଇଛନ୍ତି । ଏହା ସହ ଟ୍ରାଫିକ୍ ଡିସିପି ଏସ. ସୁଶ୍ରୀ କହିଛନ୍ତି କି, ଏହି ନିୟମ ବିଷୟରେ ପ୍ରଥମେ ଅବଗତ କରାଯିବ । ପରେ ଏହି ନିୟମ ଲାଗୁ କରାଯିବ । ରଙ୍ଗ ରୁଟ୍ରେ ଯାଉଥିଲେ କିମ୍ବା ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିଲେ ଜୋରିମାନା ଆଦାୟ କରାଯିବ । ତାହା ସହ ଫାୟାର ଓ ପୋଲିସ ଗାଡ଼ିକୁ ନ ଛାଡ଼ିଲେ ମଧ୍ୟ ଜୋରିମାନା ଦେବାକୁ ପଡିବ ।






More Stories
ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା:ପ୍ରମାଣ ନାହିଁ, ଲାଗିନି ଭିଡ ହିଂସା ଦଫା…..
ରାଜଧାନୀରେ ‘ନାଇଟ୍ ଅପରେସନ’…..
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..