ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୃହମନ୍ତ୍ରୀ ଅମିତ ଶାହ ଓ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଆଜି ଖୁଲାସା କରିଛନ୍ତି ବିରୋଧୀଦଳ ନେତା ଜୟନାରୟଣ ମିଶ୍ର। କହିଛନ୍ତି ମୋ ପାଖରେ ବିଶେଷ ଖବର ନାହିଁ। ମୋ ପାଖରେ ଯେଉଁ ଖବର ଅଛି- ରାଜଧାନୀର ଏକ ଘରୋଇ ହୋଟେଲରେ ଅମିତ ଶାହ ପାଣ୍ଡିଆନଙ୍କୁ ଡାକି ଧମକାଇଥିଲେ। ରାଜ୍ୟରେ କାହିଁକି ଆଗୁଆ ନିର୍ବାଚନ କରିବ ବୋଲି ବି ପ୍ରଶ୍ନ କରିଥିଲେ | ବିଧାନସଭା ଭାଙ୍ଗିବା ଅଧିକାର ତମର ନାହିଁ। ନଚେତ୍ ଆମେ ରାଷ୍ଟ୍ରପତି ଶାସନ ଲାଗୁ କରିବୁ ବୋଲି ପାଣ୍ଡିଆନଙ୍କୁ ଅମିତ୍ ଶାହ କହିଥିଲେ
ବୋଲି ସୂଚନା ଦେଇଛନ୍ତି ଜୟନାରାୟଣ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..