ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୃହମନ୍ତ୍ରୀ ଅମିତ ଶାହ ଓ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଆଜି ଖୁଲାସା କରିଛନ୍ତି ବିରୋଧୀଦଳ ନେତା ଜୟନାରୟଣ ମିଶ୍ର। କହିଛନ୍ତି ମୋ ପାଖରେ ବିଶେଷ ଖବର ନାହିଁ। ମୋ ପାଖରେ ଯେଉଁ ଖବର ଅଛି- ରାଜଧାନୀର ଏକ ଘରୋଇ ହୋଟେଲରେ ଅମିତ ଶାହ ପାଣ୍ଡିଆନଙ୍କୁ ଡାକି ଧମକାଇଥିଲେ। ରାଜ୍ୟରେ କାହିଁକି ଆଗୁଆ ନିର୍ବାଚନ କରିବ ବୋଲି ବି ପ୍ରଶ୍ନ କରିଥିଲେ | ବିଧାନସଭା ଭାଙ୍ଗିବା ଅଧିକାର ତମର ନାହିଁ। ନଚେତ୍ ଆମେ ରାଷ୍ଟ୍ରପତି ଶାସନ ଲାଗୁ କରିବୁ ବୋଲି ପାଣ୍ଡିଆନଙ୍କୁ ଅମିତ୍ ଶାହ କହିଥିଲେ
ବୋଲି ସୂଚନା ଦେଇଛନ୍ତି ଜୟନାରାୟଣ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……