ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ର ପ୍ରଦେଶରେ ବିଜେପି-ଟିଡିପି-ଜେଏସପି ମେଣ୍ଟ ଚୂଡ଼ାନ୍ତ ହୋଇସାରିଛି। ଉଭୟ ଲୋକସଭା ଓ ବିଧାନସଭା ପାଇଁ ମେଣ୍ଟ ଘୋଷିତ ହୋଇଛି। ଲୋକସଭାରେ ବିଜେପି ୬, ଟିଡିପି ୧୭ ଏବଂ ଜେଏସପି ୨ଟି ଆସନରେ ଲଢ଼ିବ ବୋଲି ଜଣାପଡ଼ିଛି। ଏହାକୁ ନେଇ ମିିଳିତ ପ୍ରେସ ବିବୃତ୍ତି ଜାରି କରାଯାଇଛି। ଏ ସଂକ୍ରାନ୍ତରେ ଚନ୍ଦ୍ରବାବୁ ନାଇଡୁ ଟ୍ବିଟର ଯୋଗେ ସୂଚନା ଦେଇଛନ୍ତି। ପରବର୍ତ୍ତି ସମୟରେ ୩ଟି ଯାକ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ଦିଆଯାଇଛି।






More Stories
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……
ବିମାନବନ୍ଦରରୁ ୧୪ ବିମାନ ସ୍ଥାନାନ୍ତରିତ…..
ଆମେରିକାରେ ଭାରତୀୟଙ୍କୁ ହତ୍ୟା…..