ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟର ହାଜର ହେବେ ଅର୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ | ସହଯୋଗୀ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳି କୁ କୋର୍ଟରେ ହାଜର ହେବା ପାଇଁ ସମାନ କରାଯାଇଛି | କିନ୍ତୁ ଆଜି ଶ୍ରଦ୍ଧାଞ୍ଜଳି କୋର୍ଟରେ ହାଜର ହେଉଛନ୍ତି କି ନାହିଁ ତାହା ଦେଖିବାକୁ ରହିଲା |ଇଡି ମନି ଲଣ୍ଡ୍ରିଙ୍ଗ ମାମଲାରେ ଏମାନଙ୍କୁ ଚାର୍ଜସିଟରେ ଦୋଷୀ ଭାବେ ଦର୍ଶାଇଛି






More Stories
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..