ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଖିମପୁର ଖେରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା କୋର୍ଟରେ ଆତ୍ମସମର୍ପଣ କରିଛି। ଏହା ପୂର୍ବରୁ ସୁପ୍ରିମ କୋର୍ଟ ଆଶୀଷଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ଏହାସହ ଏକ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୨୫ ଅର୍ଥାତ ସୋମବାର ସୁପ୍ରିମ କୋର୍ଟ ଦେଇଥିବା ଡେଡ୍ ଲାଇନର ଶେଷ ତାରିଖ ଥିଲା। ଏହାର ଠିକ୍ ପୂର୍ବରୁ ରବିବାର ଆଜି ଆଶିଷ ମିଶ୍ରା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଅଭିଯୁକ୍ତକୁ ପୁଣି ଥରେ ଜେଲ ପଠାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….