ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ଆରମ୍ଭରୁ ଗୃହ ହୋହାଲ୍ଲା | ଗୃହର ମଧ୍ୟ ଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ | ବିଦ୍ୟୁତ ବିଲ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସହ ଗୃହରେ ହୋହାଲ୍ଲା କରିଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ ବିଜୁ ପକ୍କା ଘର ଲୋଗୋ ପ୍ରସଙ୍ଗ ଉଠାଇ ଗୃହରେ ହାଲ୍ଲାଗୋଲା କରିଥିଲେ । ଏହା ପରେ ବାଚସ୍ପତି ବିଧାନସଭା ଗୃହକୁ ଦିନ ୧୧ ଟା ୩୦ ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି |






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..