ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ୭ ରାଜ୍ୟର ୧୩ ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଉପ-ନିର୍ବାଚନରେ ଏନଡିଏ ଏକ ବଡ଼ ଝଟ୍କା ଲାଗିଛି। ୧୩ ଟି ସିଟ୍ ମଧ୍ୟରୁ ୧୦ଟି ଆସନରେ ଇଣ୍ଡିଆ ମିଳିତ ମଞ୍ଚ ଜିତିଛି। ଗୋଟିଏ ଆସନରେ ଜଣେ ପାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି।
୧୩ ଟି ଆସନର ବିଜୟୀ ପ୍ରାର୍ଥୀ–
ରାଜ୍ୟ ଆସନ ବିଜୟୀ ପ୍ରାର୍ଥୀ ଦଳ
ବିହାର ରୁପୈଲି ଶଙ୍କର ସିଂ ସ୍ୱାଧୀନ
ପଶ୍ଚିମବଙ୍ଗ ରାଇଗଞ୍ଜ କୃଷ୍ଣ କଲ୍ୟାଣୀ ଟିଏମସି
ପଶ୍ଚିମବଙ୍ଗ ରାଣାଘାଟ ଦକ୍ଷିଣ ମୁକୁଟ ମଣି ଟିଏମସି
ପଶ୍ଚିମବଙ୍ଗ ବାଗଡା ମଧୁପର୍ନା ଠାକୁର ଟିଏମସି
ପଶ୍ଚିମବଙ୍ଗ ମାଣିକତଲା ସୁପତି ପାଣ୍ଡେ ଟିଏମସି
ତାମିଲନାଡୁ ବିକ୍ରାଭାଣ୍ଡି ଆନିୟୁର ଶିବ ଡିଏମକେ
ମଧ୍ୟପ୍ରଦେଶ ଅମରୱାଡା କାମଲେଶ ଶାହା ବିଜେପି
ଉତ୍ତରାଖଣ୍ଡ ବଦ୍ରିନାଥ ଲଖପତ ସିଂ ବୁଟୋଲା କଂଗ୍ରେସ
ଉତ୍ତରାଖଣ୍ଡ ମାଙ୍ଗାଲୋର କାଜୀ ନିଜାମୁଦ୍ଦିନ କଂଗ୍ରେସ
ପଞ୍ଜାବ ଜଲନ୍ଦର ପଶ୍ଚିମ ମୋହିନ୍ଦର ଭଗତ ଆମ୍ ଆଦମୀ ପାର୍ଟି
ହିମାଚଳ ପ୍ରଦେଶ ଦେହରା କମଲେଶ ଠାକୁର କଂଗ୍ରେସ
ହିମାଚଳ ପ୍ରଦେଶ ହମିରପୁର ଆଶିଷ ଶର୍ମା ବିଜେପି
ହିମାଚଳ ପ୍ରଦେଶ ନାଲାଗଡ ବାରଦୀପ ବାବା କଂଗ୍ରେସ
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..