ରିପୋର୍ଟ କାର୍ଡ / ବାଲେଶ୍ୱର
ଏଟିଏମ କାଟି ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି। ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ବଡ ଧରଣର ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ବାଲେଶ୍ୱର ସଦର ଥାନା ହଳଦିପଦା ଫାଣ୍ଡି ପଦ୍ମପୁର ହାଟରେ ଥିବା ଏଟିଏମରୁ ଏହି ଲୁଟ ହୋଇଛି। ଲୁଟେରାମାନେ ୩୨ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଟିଏମରେ ଥିବା ସିସିଟିଭିରେ କଏଦ ହୋଇଥିବା ୩ ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।






More Stories
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..
ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର…..