ରିପୋର୍ଟ କାର୍ଡ / ବଲାଙ୍ଗିର
ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ ହୋଇଛି। ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁରେ ଦେଖିବାକୁ ମିଳିଛି ଏମିତି ଘଟଣା । ଟଙ୍କା ନେଣଦେଣକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଶେଷରେ ଜଣେ ସାଙ୍ଗର ଠେଙ୍ଗା ମାଡରେ ଅନ୍ୟ ସାଙ୍ଗର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ହେଲେ ବନ୍ଦେପଦର ଗାଁର ସୁଶିଲ ସାହୁ । ଅଭିଯୁକ୍ତ ସାଙ୍ଗ ଫେରାର ଥିବାବେଳେ ଖପ୍ରାଖୋଲ ପୋଲିସ ତଦନ୍ତ ଆରମ୍ଭ କରିଛି ।






More Stories
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..