ରିପୋର୍ଟ କାର୍ଡ / ଭୁବନେଶ୍ୱର
ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ମଞ୍ଚେଶ୍ବର ଥାନା ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସରେ ୱେବ୍ ଚ୍ୟାନେଲ ‘ପରିବର୍ତ୍ତନ’ର ନିର୍ଦ୍ଦେଶକଙ୍କ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ବିଭିନ୍ନ ଆଳରେ ଲୋକଙ୍କୁ ଟଙ୍କା ପାଇଁ ଧମକ ଚକମ ଦେଉଥିଲେ । ଟଙ୍କା ନଦେଲେ ଖବର କରିବାକୁ ଧମକ ଦେଉଥିଲେ ଉଭୟ । ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
More Stories
ଆସୁଛି ଲଘୁଚାପ !ପ୍ରବଳ ବର୍ଷା ସମ୍ଭାବନା…..
‘Gen-Z ବଞ୍ଚାଇବ ସମ୍ବିଧାନ: ରାହୁଲ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……