ରିପୋର୍ଟ କାର୍ଡ / ଗଞ୍ଜାମ
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ କୁନେଇ ସରଗରମ ପ୍ରଚାର ମଇଦାନ l ହାତରେ ଆଉ କମ ସମୟ ରହିଥିବା ରୁ ଭୋଟର ଙ୍କୁ ମନାଇବାକୁ ଆରମ୍ଭ ହେଲାଣି ପ୍ରାର୍ଥୀ ମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା l କିଏ ବାଇକ ରାଲି କରି ପ୍ରଚାର କରୁଛି ତ କିଏ ଶତାଧିକ ସମର୍ଥକ ଙ୍କୁ ନେଇ ପଥପ୍ରାନ୍ତ ସଭାକରି ପ୍ରଚାର କରୁଛି l ସେହିଭଳି ପ୍ରଚାର ର ଶେଷଦିନରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୋରସିଙ୍ଗି ପଞ୍ଚାୟତ ରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ସରପଞ୍ଚ ପ୍ରାଥୀ ସୁଧୀର ପ୍ରଧାନ l ଶତାଧିକ ସମର୍ଥକ ଙ୍କୁ ନେଇ ହାତରେ ଖୋଲା ଛତା ଧରି ପଞ୍ଚାୟତ ର ସମସ୍ତ ୱାର୍ଡ ରେ ଘରକୁ ଘର ବୁଲି ଭୋଟ ପ୍ରଚାର କରିବା ସହିତ ଲୋକଙ୍କୁ ଖୋଲା ଛତା ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ ସୁଧୀର l ଏହି ପ୍ରଚାର ବେଳେ ପଞ୍ଚାୟତ ର ବହୁ ଜନସାଧାରଣ ଏହି ସାମିଲ ହୋଇଥିଲେ ଲ





More Stories
ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ…….
କଂଗ୍ରେସ କାର୍ଯ୍ୟାଳୟରେ ପଶିଲା ପୋଲିସ…..
୩ରେ ପ୍ରଚାର କରିବେ ନବୀନ…..