ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ରେନ୍ ବାର ରେ ବୋମା ମାଡ ହୋଇଛି । ସୋମବାର ବିଳମ୍ବିତ ରାତିରେ ବାର ଭିତରେ ଗ୍ରାହକ ଓ କର୍ମଚାରୀ ଥିବା ବେଳେ ବାହାରେ ଏହି ବୋମା ମାଡ ହୋଇଛି । ଦୁଇଜଣ ଯୁବକ ବାଇକରେ ଆସି ବାର୍ ବାହାରେ ତିନୋଟି ବୋମା ପକାଇ ପଳାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ପୂଜା ପୂର୍ବରୁ ଚାନ୍ଦା ଆଦାୟକୁ ନେଇ ଏହି ବୋମା ମାଡ କରାଯାଇଥିବା ବାର୍ ମାଲିକ ସନ୍ଦେହ କରୁଛନ୍ତି ।
More Stories
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..
ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…..
୧୯ରେ ବିଜେଡି ସଭାପତି ନିର୍ବାଚ…..