ଆମ ସହର ବଡ଼ ଖବର ରାଜଧାନୀରେ ଯୁବତୀଙ୍କୁ ହତ୍ୟା!….. Report Card Bureau April 8, 2024 ରିପୋର୍ଟ କାର୍ଡ / ଭୁବନେଶ୍ବରରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ହତ୍ୟା। ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା କରାଯାଇଛି। ହତ୍ୟା କରି ଦୁର୍ବୃତ ଯୁବତୀଙ୍କୁ ନଦୀ ପଠାରେ ଫିଙ୍ଗି ଦେଇଛନ୍ତି। ମୃତ ଯୁବତୀ ଜଣକ ଗଞ୍ଜାମର ହୋଇଥିବା ବେଳେ ସେ ଶିଶୁପାଳଗଡରେ ରହୁଥିଲେ ବୋଲି ଜଣାପଡିଛି।Continue ReadingPrevious ତିନି ଚତୁର୍ଥାଂଶ ଆସନରେ ଜିତିବୁ…..Next ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କଲା ବିଜେପି…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ବଡ଼ ଖବର ରାଜ୍ୟ ୧୦ ପର୍ଯ୍ୟନ୍ତ କାଳବୈଶାଖୀ….. April 7, 2026 Report Card Bureau 1 min read ବଡ଼ ଖବର ରାଜ୍ୟ ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !….. April 6, 2026 Report Card Bureau 1 min read ବଡ଼ ଖବର ରାଜ୍ୟ ୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା….. April 6, 2026 Report Card Bureau
More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..