ରିପୋର୍ଟ କାର୍ଡ / ଭୁବନେଶ୍ଵର
ଗତ ୩ ଦିନ ମାର୍କେଟ ବିଲ୍ଟିଂ ବନ୍ଦ ପରେ ଆଜିଠୁ ଖୋଲିଛି । ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା । ଫଳରେ ବ୍ୟବସାୟୀଙ୍କ ବ୍ୟବସାୟ ଉପରେ ପ୍ରଭାବ ପଡ଼ିଥିଲା । ଆଜି ଏନେଇ ସେଂଟ୍ରାଲ ମାର୍କେଟ ସଂଘ ପକ୍ଷରୁ ବିଏମସି ଅଫିସ ଘେରାଉ କରାଯାଇଥିଲେ । ଘେରାଉ ପରେ ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମାର୍କେଟ ବିଲ୍ଟିଂ ଖୋଲିଛି | ଏନେଇ ସୂଚନା ଦେଇଥିଲେ ସେଂଟ୍ରାଲ ମାର୍କେଟ ଆସେସିଏସନର ସଭାପତି ।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..