ରିପୋର୍ଟ କାର୍ଡ / ଭୁବନେଶ୍ୱର
ନାଇଟ୍ କର୍ଫ୍ୟୁରେ ରାସ୍ତା ଉପରେ ପାଳନ କରୁଥିଲେ ବାର୍ଥ ଡେ’ ପାର୍ଟି । ଡେଲଟା ଛକରେ ହେଉଥିବା ଏହି ବାର୍ଥ ଡେ’ ପାର୍ଟି ଆୟୋଜନ ସମୟରେ ପୋଲିସ୍ ଚଢ଼ାଉ କରିଥିଲା । ପୋଲିସ୍ କମିଶନରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା । ତେବେ ପୋଲିସ୍ କୁ ଦେଖି ଗାଡ଼ିକୁ ଛାଡ଼ି ବାର୍ଥ ଡେ’ ପାର୍ଟିରେ ଉପସ୍ଥିତ ଥିବା ଯୁବକ ମାନେ ଛତ୍ରଭଙ୍ଗ କରିଥିଲେ । ୧୨ଟି ଦୁଇଚକିଆ ଗାଡ଼ି ଜବତ କରିଛି ଖଣ୍ଡଗିରି ଥାନା ପୋଲିସ୍ ।
More Stories
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..
ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ……