ରିପୋର୍ଟ କାର୍ଡ / ଭୁବନେଶ୍ୱର
ନାଇଟ୍ କର୍ଫ୍ୟୁରେ ରାସ୍ତା ଉପରେ ପାଳନ କରୁଥିଲେ ବାର୍ଥ ଡେ’ ପାର୍ଟି । ଡେଲଟା ଛକରେ ହେଉଥିବା ଏହି ବାର୍ଥ ଡେ’ ପାର୍ଟି ଆୟୋଜନ ସମୟରେ ପୋଲିସ୍ ଚଢ଼ାଉ କରିଥିଲା । ପୋଲିସ୍ କମିଶନରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା । ତେବେ ପୋଲିସ୍ କୁ ଦେଖି ଗାଡ଼ିକୁ ଛାଡ଼ି ବାର୍ଥ ଡେ’ ପାର୍ଟିରେ ଉପସ୍ଥିତ ଥିବା ଯୁବକ ମାନେ ଛତ୍ରଭଙ୍ଗ କରିଥିଲେ । ୧୨ଟି ଦୁଇଚକିଆ ଗାଡ଼ି ଜବତ କରିଛି ଖଣ୍ଡଗିରି ଥାନା ପୋଲିସ୍ ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..