ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ଉପସ୍ଥାନକୁ କଡାକଡି କରାଯିବ | ସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଉପସ୍ଥାନ ବିଭାଗ ସଂଗ୍ରହ କରିବ | କେତେବେଳେ କେଉଁ ଶିକ୍ଷକଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ବିଦ୍ୟାଳୟ ଆସୁଛନ୍ତି ଏବଂ କେତେବେଳେ ଘରକୁ ଫେରୁଛନ୍ତି ତାହା ସବିଶେଷ ତଥ୍ୟ ରଖିବା ବିଭାଗ | ୫-ଟି ଅନ୍ତର୍ଗତ ବିଭାଗ ପକ୍ଷରୁ ନୂଆ ଆପ ବିକଶିତ କରାଯାଇଥିବା ବେଳେ ଏହାର ନେମ ଷ୍ଟୁଡେଣ୍ଟ ଆଟେଣ୍ଡାନ୍ସ ଆପ ବିକଶିତ କରାଯାଇଥିବା ବେଳେ ଏହାର ନାମ ଷ୍ଟୁଡେଣ୍ଟ ଆଟେଣ୍ଡାନ୍ସ ବା ବିଦ୍ୟାର୍ଥୀ ଉପସ୍ଥାନ ଆପ ରଖାଯାଇଛି | ଖୁବ ଶୀଘ୍ର ଏହି ଆପ ଲୋକାର୍ପଣ ହେବା ସହିତ ଉପସ୍ଥାନ ବଢିବ |






More Stories
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର…..
ଆଜି ପବିତ୍ର ଦୋଳପୂର୍ଣ୍ଣିମା…..
ଗ୍ରୀଷ୍ମ ପ୍ରବାହ ପାଇଁ ଏସଓପି ଜାରି……