ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ଉପସ୍ଥାନକୁ କଡାକଡି କରାଯିବ | ସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଉପସ୍ଥାନ ବିଭାଗ ସଂଗ୍ରହ କରିବ | କେତେବେଳେ କେଉଁ ଶିକ୍ଷକଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ବିଦ୍ୟାଳୟ ଆସୁଛନ୍ତି ଏବଂ କେତେବେଳେ ଘରକୁ ଫେରୁଛନ୍ତି ତାହା ସବିଶେଷ ତଥ୍ୟ ରଖିବା ବିଭାଗ | ୫-ଟି ଅନ୍ତର୍ଗତ ବିଭାଗ ପକ୍ଷରୁ ନୂଆ ଆପ ବିକଶିତ କରାଯାଇଥିବା ବେଳେ ଏହାର ନେମ ଷ୍ଟୁଡେଣ୍ଟ ଆଟେଣ୍ଡାନ୍ସ ଆପ ବିକଶିତ କରାଯାଇଥିବା ବେଳେ ଏହାର ନାମ ଷ୍ଟୁଡେଣ୍ଟ ଆଟେଣ୍ଡାନ୍ସ ବା ବିଦ୍ୟାର୍ଥୀ ଉପସ୍ଥାନ ଆପ ରଖାଯାଇଛି | ଖୁବ ଶୀଘ୍ର ଏହି ଆପ ଲୋକାର୍ପଣ ହେବା ସହିତ ଉପସ୍ଥାନ ବଢିବ |
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..