ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁର୍ବୃତ୍ତ ଘରେ ପଶି ଗୁଳି କରି କରିବାରୁ ସାମ୍ବାଦିକ ବିମଳ ଯାଦବ ଙ୍କର ମୃତ୍ୟୁ ହୋଇଛି | ସେ ‘ଦୈନିକ ଜାଗରଣ’ରେ କାମ କରୁଥିଲେ। ଆଜି ବିହାର ରାଜ୍ୟର ଅରରିୟା ଜିଲ୍ଲାର ରାଣୀଗଞ୍ଜସ୍ଥିତ ବାସଭବନରେ ୪ଜଣ ବ୍ୟକ୍ତି ପ୍ରବେଶ କରି ତାଙ୍କ ଛାତିକୁ ଗୁଳି ମାରିଲେ। ଘଟଣାସ୍ଥଳରେ ହିଁ ଯାଦବଙ୍କର ମୃତ୍ୟୁ ଘଟିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, କେତେକ ଲୋକ ଆସି ସାମ୍ବାଦିକ ଯାଦବଙ୍କ କବାଟ ଠକ ଠକ କରିଥିଲେ। ସେ କବାଟ ଖୋଲି ବାହାରକୁ ଆସିବାରୁ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..