ରିପୋର୍ଟ କାର୍ଡ / ଭୁବନେଶ୍ୱର
କଲକାତା ନେତାଜୀ ସୁଭାଷ ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିଜୁ ବାବୁଙ୍କ ଡାକୋଟା ବିମାନ ଭୁବନେଶ୍ୱର ଯିବାର ପ୍ରସ୍ତୁତି ଶେଷ ହୋଇଛି। ଡାକୋଟାର ବିଭିନ୍ନ ଅଂଶକୁ ଅଲଗା କରାଯିବା କାର୍ଯ୍ୟ ଶେଷ ହୋଇଛି। ଦୁଇଟି ବଡ ଟ୍ରକ୍ରେ ବିମାନର ବିଭିନ୍ନ ଅଂଶ ପ୍ୟାକିଙ୍ଗ ହୋଇ ସାରିଛି। ଟ୍ରକ୍ରେ ନେବାର ପାସ ଆଜି ପତ୍ର ପ୍ରସ୍ତୁତ ହୋଇଯାଏ, ଅପରାହ୍ନରେ କଲକାତା ବିମାନ ବନ୍ଦରରୁ ଡାକୋଟାବାହୀ ଟ୍ରକ୍ ଓଡ଼ିଶା ଅଭିମୁଖେ ବାହାରିବ।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..