ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।
ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ-
ଭୁବନେଶ୍ୱରର ଉତ୍ତର-ସୁଶାନ୍ତ ରାଉତ
ଏକାମ୍ର- ଅଶୋକ ପଣ୍ଡା
ବଣାଇ- ଭୀମସେନ ଚୌଧୁରୀ
ବାରିପଦା- ସାନନ୍ଦ ମାରାଣ୍ଡି
ତଳସରା- ବିଜୟ ଟପ୍ପୋ
ସୁନ୍ଦରଗଡ଼- ଯୋଗେଶ ସିଂହ
ରାଜଗାଙ୍ଗପୁର-ଅନୀଲ ବାର୍ଲା
ବଣାଇ- ଭୀମସେନ ଚୌଧୁରୀ
ଯଶୀପୁର- ଚକ୍ରଧର ହେମ୍ବ୍ରମ୍
ଉଦଳା- ଶ୍ରନାଥ ସୋରେନ୍
ବାରିପଦା- ସାନନ୍ଦ ମାରାଣ୍ଡି
ବଡ଼ସାହି- ଅନସୂୟା ପାତ୍ର
ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ
ସୋର- ମାଧବ ଧଡା
ଆଠ ମଲିକ- ନଳିନୀ ପ୍ରଧାନ
ବୀରମହାରାଜପୁର- ପଦ୍ମନାଭ ବେହେରା
ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ
ବ୍ରଜରାଜନଗର-ଅଳକା ମହାନ୍ତି
ଝାରସୁଗୁଡ଼ା- ଦୀପାଳି ଦାସ
ଫୁଲବାଣୀ- ଜୟଶ୍ରୀ କହଁର
ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା(ପ୍ରତାପ ଜେନାଙ୍କ ପୁଅ)
ତିର୍ତ୍ତୋଲ- ରମାକାନ୍ତ ଭୋଇ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ
ଏକାମ୍ର- ଅଶୋକ ପଣ୍ଡା
ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ
ଆସିକା- ମଞ୍ଜୁଳା ସ୍ୱାଇଁ
ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ
ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ
ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ
ଲୋକସଭା ପ୍ରାର୍ଥୀ-
ବଲାଙ୍ଗୀର -ସୁରେନ୍ଦ୍ର ସିଂ ଭୋଇ
ଭଦ୍ରକ-ମଂଜୁଲତା ମଣ୍ଡଳ
ବରଗଡ଼-ପରିଣୀତା ମିଶ୍ର
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
କେନ୍ଦୁଝର -ଧନୁର୍ଜୟ ସିଦ୍ଧୁ
More Stories
ପୂର୍ବତନ ସାଂସଦ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ…..
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅର୍ଜୁନ କପୁର….
ମହାକୁମ୍ଭରେ ଓଲଟିଲା ଡଙ୍ଗା,ଶ୍ରଦ୍ଧାଳୁ ନିଖୋଜ….