ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡି ପକ୍ଷରୁ ୧୬ ଜଣିଆ ନୂଆ ମିଡିଆ ଟିମ୍ ଘୋଷଣା କରାଯାଇଛି। ତେବେ ନୂଆ କରି ଘୋଷଣା କରାଯାଇଥିବା ଏହି ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିଛି। ଏଥିସହ ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା, ମିହିର ରାୟ, ଚିନ୍ମୟ ସାହୁ, ଇପସିତା ସାହୁ, ସୋଫିଆ ଆଲାମ୍, ଇରାନୀ ରାୟ, ବିଶ୍ୱନାଥ ପ୍ରତାପ ସାହୁ ଓ ଯୁବ ନେତା ଅରୁପ ଶ୍ରୀଚନ୍ଦନଙ୍କୁ ଏହି ଟିମରେ ସାମିଲ କରାଯାଇଛି।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..