ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିଏମସି ନେତାଙ୍କୁ ବିଜେପିରେ ମନା। ଏଭଳି କିଛି ସଫା ସଫା ସ୍ପଷ୍ଟ କରିଛି ପଶ୍ଚିମବଙ୍ଗ ବିଜେପି ସଭାପତି। ଏବେ ନିର୍ବାଚନ ହାରିବା ପରେ, ଟିଏମସିର ଅନେକ ନେତା ଓ କର୍ମୀ ବିଜେପି ମୁହାଁ। ଏପରିକି ନିଜକୁ ବିଜେପି କର୍ମୀ ବୋଲି ଅଞ୍ଚଳରେ ପରିଚିତ କରୁଛନ୍ତି। ତେଣୁ ଟିଏମସି କର୍ମୀ ଏବେ ବିଜେପିରେ ମିଶିପାରିବେନି। ନିଜ ଆଡ଼ୁ ବିଜେପି କର୍ମୀ କହିଲେ ହେବନି। ସବୁଠୁ ବଡ଼ କଥା ହେଲା, ଟିଏମସି ଅପରାଧୀଙ୍କୁ ବିଜେପିରେ ସାମିଲ କରାଯିବନି। ଏପରି ବ୍ୟକ୍ତି ବିଜେପିକୁ ସୁରକ୍ଷା କବଚ ଭାବେ ବ୍ୟବହାର କରିପାରିବେନି। ଆଇନ ତା ବାଟରେ ଯିବ ବୋଲି କହିଲେ ରାଜ୍ୟ ବିଜେପି ମୁଖ୍ୟପାତ୍ର ।କୌଣସି ସମାଜ ବିରୋଧୀ ତତ୍ତ୍ଵଙ୍କୁ ବିଜେପି ଦଳରେ ସାମିଲ କରିବ ନାହିଁ।






More Stories
ବସ୍ –ଟ୍ୟାଙ୍କର ଧକ୍କା ,୧୬ ଜୀବନ୍ତ ଦଗ୍ଧ…..
ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ହତ୍ୟା…..
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…..