ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ । କିନ୍ତୁ କରୋନା ମହାମାରୀ ଯୋଗୁଁ ରାଲି ଓ ପ୍ରଚାରରେ ଲାଗିଛି କଟକଣା ଲାଗିଛି। ଫଳରେ ପ୍ରାର୍ଥୀମାନଙ୍କୁ ଡିଜିଟାଲ ପ୍ରଚାର ପାଇଁ ପରାମର୍ଶ ଦିଆଯାଇଥିଲା । ସୂଚନା ଅନୁସାରେ- ପଞ୍ଚାୟତ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବାକୁ ଯାଉଛି ବିଜେପି । ୮୫୩ ଜିଲ୍ଲା ପରିଷଦ ଜୋନରେ ପ୍ରଚାର ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ସାମିଲ ହେବେ । ଆସନ୍ତା ୬ କିମ୍ବା ୭ ତାରିଖରୁ ପ୍ରଚାର ଆରମ୍ଭ ହେବ । ତେବେ ୨ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଗିରିରାଜ ସିଂହ ମଧ୍ୟ ଏଥିରେ ସାମିଲ ହେବେ । ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
More Stories
ଆପ୍ ‘ଅପରେସନ୍ ଲୋଟସ୍’ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ…..
ବାରବାଟୀ କ୍ରିକେଟ୍ ମ୍ୟାଚ୍:ଟିକେଟ୍ କଳାବଜାରୀ ଅଭିଯୋଗରେ ୭ ଗିରଫ…..
ଆସନ୍ତାକାଲି ଆସିବ ସୁଭଦ୍ରା ଟଙ୍କା…..