ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଶେଷ ହୋଇଛି ପଂଚାୟତ ନିର୍ବାଚନ | ରାଜ୍ୟରେ ଖୁବ୍ ଶୀଘ୍ର ହେବାକୁ ଯାଉଛି ପୌର ନିର୍ବାଚନ । କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ, ମେୟର ପଦବୀ ପାଇଁ ନିର୍ବାଚନ ହେବ । ୪୮ ଟି ପୌର ପରିଷଦ, ୫୯ଟି ଏନଏସି ସହ ୩ଟି ମହାନଗରରେ ହେବ ନିର୍ବାଚନ । ଏହାରି ମଧ୍ୟରେ ଆଜି ମହାନଗର ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛି ବିିଏମସି । ୭୦୫ ବୁଥର ୭ ଲକ୍ଷ ୨୫ ହଜାର ୭୬୫ ଭୋଟରଙ୍କ ତାଲିକା ପ୍ରକାଶ । ଭୋଟର ତାଲିକା ବିଏମସି ଅଫିସ୍ ସହ ସମସ୍ତ ୱାର୍ଡ ଅଫିସରେ ଉବଲବ୍ଧ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।






More Stories
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..