ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଆଜି ପୁଣି ଚିଲିକା ମଝିରେ ଯାତ୍ରିବାହୀ ଡଙ୍ଗା ଫସିଯାଇଛି । ଯାନ୍ତ୍ରୀକ ତୃଟି କାରଣରୁ ଜହ୍ନିକୁଦା ନିକଟ ଚିଲିକାରେ ୩୦ମିନିଟି ଧରି ଅଟକି ରହିଛି ଡଙ୍ଗାଟି । ଡଙ୍ଗାଟି ଜହ୍ନିକୁଦା ଘାଟ ଠାରୁ ୧୨:୪୫ ମିନିଟି ସମୟରେ ସାତପଡା ଅଭିମୁଖେ ବାହାରିଥିଲା । ଡଙ୍ଗାରେ ୨୦ରୁ ଅଧିକ ବାଇକ ଥିବାବେଳେ ୪୦ ରୁ ଅଧିକ ଯାତ୍ରି ଥିବା ଦେଖିବାକୁ ମିଳିଛି । ଜହ୍ନିକୁଦା ଠାରୁ ୫୦୦ମିଟର ଦୂର ଆସିବା ପରେ ମେସିନିରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା । ସମସ୍ତ ଯାତ୍ରୀଙ୍କ ସମେତ ଡଙ୍ଗାଟି ମଝିଚିଲିକାରେ ଫସି ରହିଛନ୍ତି ଯାତ୍ରୀ । ଅନ୍ୟପଟେ ଯାତ୍ରୀଙ୍କ ସହ ଡଙ୍ଗାଟିକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ଉଦ୍ୟମ ।





More Stories
ପ୍ରବଳ ବର୍ଷା ସମ୍ଭାବନା…..
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ…..
୧୮ ପ୍ରସ୍ତାବ କୁ କ୍ୟାବିନେଟ୍ ମଞ୍ଜୁରୀ…..