ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନର ସରକାରୀ ସ୍ୱାସ୍ଥ୍ୟ ତଥ୍ୟ ଅନୁଯାୟୀ ଇଂଲଣ୍ଡରେ କୋଭିଡ-୧୯ ଡେଲଟା ପ୍ରଜାତିର ଏକ ନୂତନ ପରିବର୍ତ୍ତିତ ରୂପ ଚିହ୍ନଟ ହୋଇଛି ଏବଂ ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ବ୍ରିଟେନରେ ଦେଖାଦେଇଥିବା ଡେଲ୍ଟା ପ୍ରଜାତିର ପରିବର୍ତ୍ତିତ ରୂପ ହେଉଛି AY.4.2। ଯାହା କିଛି ସ୍ଥାନରେ “ଡେଲଟା ପ୍ଲସ୍” ଭାବେ ନାମିତ। “AY.4.2 ଭାବରେ ଚିହ୍ନଟ କରୋନା ପ୍ରଜାତି ଇଂଲଣ୍ଡରେ ବିସ୍ତାର ହେବାକୁ ନେଇ ଆଶଙ୍କା କରାଯାଉଛି। ୟୁନିଭରସିଟି କଲେଜ ଲଣ୍ଡନର ଜେନେଟିକ୍ସ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ଫ୍ରାଙ୍କୋଇସ୍ ବଲୁକ୍ସ କହିଛନ୍ତି ଯେ ଏହା ସମ୍ଭବତଃ ଏକ ସଂକ୍ରାମକ ଷ୍ଟ୍ରେନ୍ ଅଟେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..