Report Card Odisha

| Daily Odia News

୪୮ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ସେ ଫେବୃଆରୀ ୧ରେ ୪୭,୬୫,୭୬୮ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ। ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି।
୧- ପେନସନ- ୨୪,୩୨୯୬

୨- ପ୍ରତିରକ୍ଷା – ୪,୫୪,୭୭୩

୩- ସାର – ୧,୬୪,୦୦୦

୪- ଖାଦ୍ୟ – ୨,୦୫,୨୫୦

୫- ପେଟ୍ରୋଲିୟମ – ୧୧,୯୨୫

୬- କୃଷି ଓ ଏହା ସହ ଜଡ଼ିତ କାର୍ଯ୍ୟକ୍ରମ – ୧,୫୧,୮୫୧

୭- କମର୍ସ ଓ ଇଣ୍ତଷ୍ଟ୍ରୀ – ୪୭,୫୫୯

୮ – ଉତ୍ତର ପୂର୍ବର ବିକାଶ – ୫,୯୦୦

୯- ଶିକ୍ଷା – ୧,୨୫,୬୩୮

୧୦- ଶକ୍ତି – ୬୮,୭୬୯

୧୧- ବୈଦେଶିକ ବ୍ୟାପାର – ୨୨,୧୫୫

୧୨- ଅର୍ଥ – ୮୬,୩୩୯

୧୩ – ସ୍ୱାସ୍ଥ୍ୟ – ୮୯,୨୮୭

୧୪- ସ୍ୱରାଷ୍ଟ୍ର – ୧୫୦୯୮୩

୧୫ – ସୁଧ – ୧୧,୬୨,୯୪୦

୧୬ – ଆଇଟି ଓ ଟେଲିକମ – ୧୧୬୩୪୨

୧୭ – ଅନ୍ୟାନ୍ୟ – ୧୪୪୪୭୭

୧୮ – ଯୋଜନା ଓ ପରିସଂଖ୍ୟନ – ୬,୨୯୧

୧୯- ଗ୍ରାମୀଣ ବିକାଶ – ୨,୬୫,୮୦୮

୨୦ – ବିଜ୍ଞାନ ଭିତ୍ତିକ ବିଭାଗ – ୩୨,୭୩୬

୨୧- ସାମାଜିକ କଲ୍ୟାଣ – ୫୬,୫୦୧

୨୨- ଜିଏସଟି କ୍ଷତି ପୂରଣ ପାଣ୍ଠି – ୧୫,୦୦୦୦

୨୩ – ରାଜ୍ୟର ଭାଗ –୩୨୨୭୮୭

୨୪ – ପରିବହନ – ୫,୪୪,୧୨୮

୨୫ – କେନ୍ଦ୍ର ଶାସିତ ଅଞ୍ଚଳ – ୬୮,୬୬୦

୨୬ – ସହରୀ ବିକାଶ – ୮୨,୫୭୭

Breaking News