ରିପୋର୍ଟ କାର୍ଡ / ସୁନ୍ଦରଗଡ଼
କିଞ୍ଜିରିକେଲାରୁ ମା ସମଲେଶ୍ବରୀ ଘରୋଇ ବସ ସୁନ୍ଦରଗଡ଼କୁ ଆସୁଥିବା ବେଳେ ତେଲେନଡ଼ିହିରେ ସାମ୍ନା ପଟୁଆସୁଥିବା ବାଇକ ଭାରସାମ୍ୟ ହରାଇ ବସରେ ପିଟି ହେବା ପରେ ବସଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସିପଡ଼ିଛି। ବସଟି ଓଲଟିପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛି। ସେମାନଙ୍କ ମଧ୍ୟରୁ ୬ ଗୁରୁତର ଆହତ ହୋଇଛନ୍ତି। ଆହତ ଓ ଗୁରୁତରମାନଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଏବେ ମୃତଦେହକୁ ଉଦ୍ଧାର କରିଵା ପାଇଁ କ୍ରେନର ସହାୟତା ନିଆଯାଉଛି।
More Stories
ଆତ୍ମସମର୍ପଣ କଲେ ୬୪ ମାଓବାଦୀ…..
ଓଏସ୍ଆର୍ଟିସି ବସ୍ ଧକ୍କାରେ ଜଣେ ମୃତ….
ପୁଣି ଥରେ ବିବାଦରେ ସାରଥି ବାବା,ଥାନାରେ ଏତଲା……