ଆମ ସହର ବଡ଼ ଖବର ରାଜ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ….. Report Card Bureau August 3, 2023 ରିପୋର୍ଟ କାର୍ଡ / ପୁରୀବାତିଲ ହେଲା ପୁରୀ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି। ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ସମସ୍ତଙ୍କ ଛୁଟି ଜିଲ୍ଲାପାଳ ବାତିଲ କରିଛନ୍ତି। ବିନା ଅନୁମତିରେ ଛୁଟିରେ କର୍ମଚାରୀ ଯାଇ ପାରିବେନି। ଏନେଇ ଆଜି ସୂଚନା ମିଳିଛି |Post navigationPrevious ମୁଁ ବିବାହିତ,ରାଗେ ନାହିଁ…..Next ରୋଗୀଙ୍କ ଖାଦ୍ୟ ଅନୁଦାନ ବୃଦ୍ଧିକଲେ ସରକାର…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍….. August 27, 2026 Report Card Bureau 1 min read ରାଜ୍ୟ ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!….. August 27, 2026 Report Card Bureau 1 min read ଆମ ସହର ରାଜ୍ୟ ଆମ ବସ୍’ ଯାତ୍ରା ମାଗଣା….. August 26, 2026 Report Card Bureau
More Stories
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..