ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଅତିରିକ୍ତ ସଲିସିଟର ଜେନେରାଲ(ଏଏସଜି) ଭାବେ ୬ଜଣ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତ କରିଛନ୍ତି। କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମଙ୍ଗଳବାର ଏହି ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସ୍. ଦ୍ଵାରକାନାଥ, ଅର୍ଚ୍ଚନା ପାଠକ ଦବେ, ସତ୍ୟ ଦର୍ଶୀ ସଞ୍ଜୟ, ବ୍ରିଜେନ୍ଦ୍ର ଚାହର, ରାଘବେନ୍ଦ୍ର ପି. ଶଙ୍କର, ରାଜକୁମାର ଭାସ୍କର ଠାକରେ(ରାଜା ଠାକରେ)ଙ୍କୁ ଏଏସଜି ଭାବେ ନିଯୁକ୍ତ କରାଯାଇଛି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..