ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ମହିଳା କମିଶନରେ ନୂଆ ସଦସ୍ୟା ନିଯୁକ୍ତ ହୋଇଛନ୍ତି । ୬ ଜଣଙ୍କୁ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନେ ହେଉଛନ୍ତି ଯାଜପୁରର ସ୍ବର୍ଣ୍ଣଲତା ସାମଲ, ବ୍ରଜରାଜନଗରର ସୁଜାତା ଦିଗାଳ ସଦସ୍ୟା, ସୁନ୍ଦରଗଡ଼ର ବିଜୟା ବରୁଆ, ଭୁବନେଶ୍ବରର ସ୍ବାଗତିକା ମହାନ୍ତି ସଦସ୍ୟା। ଏହା ସହିତ ଜଗତସିଂହପୁରର ବବିତା ସ୍ବାଇଁ ମହିଳା କମିସନ ସଦସ୍ୟା ଭାବେ ନିଯୁକ୍ତି କରାଯାଇଥିବା ବେଳେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ବିଥିକା ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଛି ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….