ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ପ୍ରିମାଟ୍ରିକ ସ୍କଲାରସିପ୍ରେ ଏଣିକି ପିଲାଙ୍କୁ ୧୬ ହଜାର ଟଙ୍କା ମିଳିବ। ୧୦ ହଜାର ୫୦୦ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ଅନ୍ବେଷା ଯୋଜନାରେ ଛାତ୍ରୀଛାତ୍ରମାନଙ୍କୁ ମିଳିବ ୧୭ ହଜାର ଟଙ୍କା। ସେହିପରି ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ଛାତ୍ରମାନଙ୍କୁ ୧୬ ହଜାର ଟଙ୍କା ଏବଂ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ରେ ଛାତ୍ରୀମାନଙ୍କୁ ୧୭ ହଜାର ଟଙ୍କା ମିଳିବ।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..