ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃକ୍ଷରୋପଣ କରିଛନ୍ତି। ଗଛ ଲଗାଇବା ଏକ ଉତ୍ସାହଜନକ ଅନୁଭବ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ ଜଣାଇଛନ୍ତି। ସେ ଟ୍ୱିଟ ଯୋଗେ ଲେଖିଛନ୍ତି, ଏହି ଗଛଟି ବଡ ହେଲେ ଏଥିରେ ଚଢେଇ ବସା କରିବେ। ଚଢେଇଙ୍କ ବିଭିନ୍ନ ଶବ୍ଦ ଶୁଣିବାକୁ ମିଳିବ। ଗଛର ଫୁଲଫଳ ଛାଇକୁ ସଭିଏଁ ଉପଭୋଗ କରିବେ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରିୟସୀ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି।






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ…..
ଭବାନୀପୁରରେ ହାରିଲେ ଦିଦି…..