ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ୫ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ। ଦିଲୀପ ଘୋଷଙ୍କୁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଏବଂ ପଶୁ ସମ୍ପଦ ବିଭାଗ। ଅଶୋକ କୀର୍ତ୍ତନିଆଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ଦାୟିତ୍ୱ। ଖୁଦିରାମ ଟୁଡୁଙ୍କୁ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ୱ।ଅଗ୍ନିମିତ୍ରା ପଲ୍-ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ। ନିଶିଥ ପ୍ରରମାଣିକ। କ୍ରୀଡ଼ା ଏବଂ ଯୁବ କଲ୍ୟାଣ ବିଭାଗ।ବିଧାୟକମାନଙ୍କ ସହ ବୈଠକ ପରେ ବିଭାଗ ବଣ୍ଟନ ଚୂଡ଼ାନ୍ତ କରାଯାଇଛି।ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲ୍ଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରାଯାଇଛି।






More Stories
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ଟିଏମସି ନେତାଙ୍କୁ ଗିରଫ କଲା ଇଡି…..
ବାଂଲାଦେଶ ସୀମାରେ ଲାଗିବ ତାରବାଡ଼……