ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକୁ କରୋନାରେ ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକ ଶବ ନେଇ ପାରିବେ । କିନ୍ତୁ ମୃତ୍ୟୁ ବେଳକୁ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ହୋଇଯାଇଥିବା ଦରକାର । କରୋନା ପଜିଟିଭ୍ ବ୍ୟକ୍ତିଙ୍କ ଶବ ସତ୍କାର ସ୍ଥାନୀୟ ପ୍ରଶାସନ କରିବ । ପରିବାର ଲୋକ ଚାହିଁଲେ ହିଁ ସେମାନଙ୍କୁ ଶବ ଦିଆଯିବ । କରୋନା ଗାଇଡ୍ଲାଇନକୁ ମାନି ଶବକୁ ସତ୍କାର କରାଯିବ । ଶବର ସିଲ୍ ବ୍ୟାଗ୍କୁ ଖୋଲା ଯାଇପାରିବନି । ଶବକୁ ଛୁଇଁ ପାରିବେନି । ଶବ ଓ ଶବ ରହିଥିବା ପ୍ୟାକେଟ୍କୁ ସାନିଟାଇଜ କରିବେ ଜିଲ୍ଲା ହସ୍ପିଟାଲ କିମ୍ବା ପ୍ରଶାସନ ।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……