ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୨୮ ଜଣ ଥିବାବେଳେ ସଙ୍ଗରୋଧରେ ୮୬ ଜଣ ଓ ସ୍ଥାନୀୟ ସଂକ୍ରମଣ ଭାବେ ୫୭ ଜଣ ଅଛନ୍ତି | ସେହିପରି ଗଜପତିରୁ ସର୍ବାଧିକ ୨୦, ବାଲେଶ୍ୱରରୁ ୧୧, କେନ୍ଦ୍ରାପଡ଼ାରୁ ୧୩, ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ରୁ ୯, ଖୋର୍ଦ୍ଧାରୁ ୮ ଜଣ ଚିହ୍ନଟ ହୋଇଛନ୍ତି | ଏହି ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୩୪୯ରେ ପହଞ୍ଚିଥିବାବେଳେ ୧୨ ଲକ୍ଷ ୭୪ ହଜାର ୦୪୮ ଜଣ ସୁସ୍ଥ ହୋଇଛନ୍ତି | ଏବେ ରାଜ୍ୟରେ ସମୁଦାୟ ୨୧୬୩ଟି ସକ୍ରିୟ ମାମଲା ରହିଛି |
More Stories
ପୁଣି ଲଘୁଚାପ: ଅରେଞ୍ଜ ଓ୍ବାର୍ନିଂ ଜାରି….
ଆଜି ତିନିରଥ ହେବ ଦକ୍ଷିଣ ମୋଡ…..
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..