ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟାରେ ୨୧୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୯, ସ୍ଥାନୀୟ ୮୯। ମୋଟ ପଜିଟିଭ ୩,୪୦,୬୨୦କୁ ବୃଦ୍ଧି ପାଇଛି। ୩,୩୬, ୮୦୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୮୩୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡରୁ ସର୍ବାଧିକ ୩୪ । ନୂଆପଡାରୁ ୨୯, ସୁନ୍ଦରଗଡ ୨୬, ଖୋର୍ଦ୍ଧା ୨୫,କଟକ ୧୬,କଳାହାଣ୍ଡି ୧୩, ଅନୁଗୁଳରୁ ୧୨, ବାଲେଶ୍ୱର ୬, ବଲାଙ୍ଗୀର ୯, ନବରଙ୍ଗପୁର ୬, ଯାଜପୁର ୪, ଗଞ୍ଜାମ ୬, ମୟୁରଭଞ୍ଜ ୫, ଜଗତସିଂହପୁର ୩, ନୟାଗଡ ୩, ଢେଙ୍କାନାଳ ୩, ଝାରସୁଗୁଡା ୧,କନ୍ଧମାଳ ୧, କେନ୍ଦୁଝର ୨, ପୁରୀ ୨, ରାୟଗଡା ୩, ସମ୍ବଲପୁର ୧, ସୋନପୁର ୧, ଭଦ୍ରକ ୧, ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……