Report Card Odisha

| Daily Odia News

ଆଜି ରାଜ୍ୟରେ କମିଛି କରୋନା ସଂକ୍ରମଣ, ୨୪ ଘାଣ୍ଟରେ ୮୩୧୩ କରୋନା ପଜିଟିଭ୍ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୬୪୯୯୭ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬୫୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୬୫୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୫୦୫, ବାଲେଶ୍ୱର ୪୫୨, ବରଗଡ଼ ୨୭୯, ଭଦ୍ରକ ୧୧୭ଜଣ, ବଲାଙ୍ଗୀର ୧୧୯, ବୌଦ୍ଧ ୨୦୯, କଟକ ୫୯୩, ଦେଓଗଡ଼ ୫୫, ଢେଙ୍କାନାଳ ୪୦୭, ଗଜପତି ୮୫, ଗଞ୍ଜାମ ଜିଲ୍ଲାରୁ ୧୨୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୮୦ଜଣ, ଯାଜପୁର ଜିଲ୍ଲାରୁ ୩୫୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧୧ଜଣ, କଳାହାଣ୍ଡି ୧୬୨ଜଣ, କନ୍ଧମାଳ ୯୦ଜଣ, କେନ୍ଦ୍ରାପଡ଼ା ୩୩୧ଜଣ, କେନ୍ଦୁଝର ୧୮୦ଜଣ , ଖୋର୍ଦ୍ଧା ୯୭୪ଜଣ, କୋରାପୁଟ ୧୯୮, ମାଲକାନଗିରି ୧୦୩ଜଣ, ମୟୁରଭଞ୍ଜ ୫୩୨, ନବରଙ୍ଗପୁର ୨୦୫, ନୟାଗଡ଼ ୨୦୫, ନୟାଗଡ଼ ୨୮୩, ନୂଆପଡ଼ା ୫୩, ପୁରୀ ୪୦୫, ରାୟଗଡ଼ା ୧୪୮, ସମ୍ବଲପୁର ୨୦୪, ସୋନପୁର ୧୨୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୬୫ଜଣ ରହିଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୧୬୨ଜଣ ରହିଛନ୍ତି ।

Breaking News