ରିପୋର୍ଟ କାର୍ଡ / ବଲାଙ୍ଗୀରି
ରାଜମିସ୍ତ୍ରୀ ହତ୍ୟା ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ମୃତ ରାଜମିସ୍ତ୍ରୀ ଓ ଗିରଫ ୬ ଅଭିଯୁକ୍ତ ପଶ୍ଚିମବଙ୍ଗ ମୁର୍ଶିଦାବାଦର ବୋଲି ଜଣାପଡ଼ିଛି । ଗେଟ୍ ସରୋବରପଡ଼ାରେ ଗତକାଲି ରାଜମିସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ପୋଲିସ ପକ୍ଷରୁ କୁହାଯାଇଛି ଯେ ରାଜମିସ୍ତ୍ରୀ ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ହୋଇଥାଇପାରେ ତାହା ତଦନ୍ତ ଚାଲିଛି। ତେବେ ପ୍ରାଥମିକ ତଦନ୍ତରୁ ମଦ ଓ ମାଂସକୁ ନେଇ ବଚସା ହେବା ପରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..