ରିପୋର୍ଟ କାର୍ଡ / ପୁରୀ
ସୋମବାର ବାହୁଡା ଯାତ୍ରାରେ ନୀଳକନ୍ଦର ଅଭିମୁଖେ ବାହୁଡିବେ କାଳିଆ ସାଆନ୍ତ। ଏଥିପାଇଁ ଶୁକ୍ରବାରଠାରୁ ପ୍ରକ୍ରିୟା ଆରମ୍ଭ ହେଲାଣି । ଶୁକ୍ରବାର ଦର୍ପଦଳନ ଏବଂ ତାଳଧ୍ବଜ ରଥର ଦକ୍ଷିଣ ମୋଡ ସରିଥିଲା। ଆଜି ବଡ ଠାକୁରଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯାଇଛି। ତେବେ ତିନି ରଥ ନାକଚଣା ଦ୍ଵାର ଆଗରେ ଲାଗିଛି। ଆସନ୍ତାକାଲି ଭୋଇ ସେବକ ମାନଙ୍କ ଦ୍ଵାରା ଚାରମାଳ ବନ୍ଧା କାର୍ଯ୍ୟ ସମ୍ପନ୍ନ କରାଯିବ। ସୋମବାର ପ୍ରଭୂଙ୍କର ବାହୁଡା ଯାତ୍ରା ଅନୁଷ୍ଠିତ ହେବ।






More Stories
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ:ପାସ୍ ହାର ୯୫.୩୩%….
ରାଜ୍ୟରେ ୭ ଯାଏଁ କାଳବୈଶାଖୀ…..
ଆଜି ମାଟ୍ରିକ ପରୀକ୍ଷା ଫଳ…..