ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ୱର ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ଥିବା ଏକ ବନ୍ଦ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ- ମୃତ ଯୁବକଙ୍କ ଘର କଟକରେ ହୋଇଥିବା ବେଳେ ଭୁବନେଶ୍ୱରରେ ଭଡ଼ାରେ ରହୁଥିଲେ । ଏବେ ଭଡ଼ାରେ ରହୁଥିବା ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ଥିବା ଘର ଭିତରୁ ତାଙ୍କର ମୃତଦେହ ଠାବ ହୋଇଛି । ତେବେ ତାଙ୍କର ମୃତ୍ୟୁ ହୋଇଛି ନା ଆତ୍ମହତ୍ୟା କରିଛନ୍ତି । ସେନେଇ ପୋଲିସ ଘଟଣାର ଖୋଳତାଡ଼ କରୁଛି । ଏପିରିକି ୪ ଦିନ ତଳୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..