ଆମ ସହର ରାଜଧାନୀରୁ ନବବଧୂଙ୍କ ମୃତଦେହ ଉଦ୍ଧାର…… Report Card Bureau October 18, 2023 ରିପୋର୍ଟ କାର୍ଡ / ଭୁବନେଶ୍ୱରରାଜଧାନୀ ଭୁବନେଶ୍ୱରରୁ ସନ୍ଦେହଜନକ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର ହୋଇଛିା ୟୁନିଟ ୯ ଭଗବତୀ ବସ୍ତିର ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି। ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।Post navigationPrevious ସୁନ୍ଦରଗଡ଼ରେ ୧୧ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ…..Next ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ,୧୧ ମୃତ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଆମ ସହର ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ…… July 1, 2026 Report Card Bureau ଆମ ସହର ରାଜ୍ୟ ରାଜଧାନୀରେ ଜଳିଗଲା କାର….. June 26, 2026 Report Card Bureau 1 min read ଅପରାଧ ଆମ ସହର ରାଜ୍ୟ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍….. June 26, 2026 Report Card Bureau
More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..