ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହୁ ହଟ୍ଟଗୋଳ ଭିତରେ ଆଜି ଦିଲ୍ଲୀ ସର୍ଭିସ ବିଲ୍ -୨୦୨୩କୁ ରାଜ୍ୟସଭାରେ ଆଗତ କରାଯିବ | ମଙ୍ଗଳବାର ଲୋକସଭାରେ ବିରୋଧୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏବେ ବି ସଂସଦର କାର୍ଯ୍ୟ ସ୍ବାଭାବିକ ହୋଇପାରି ନଥିବାବେଳେ ସରକାରଙ୍କ ଦ୍ବାରା ତାଲିକାଭୁକ୍ତ କରାଯାଇଥିବା ବିଲ୍ଗୁଡ଼ିକୁ ପାରିତ କରିବା ପାଇଁ ପ୍ରୟାସ କରାଯିବ।ଏଭଳି ସ୍ଥିତିରେ ରାଜ୍ୟସଭାରେ ସୋମବାର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍-୨୦୨୩ ଆଗତ କରିବେ।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..