ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହଜାରେ ଟପିଛି । ରବିବାର ସୁଦ୍ଧା ହଜାରେ ପାର୍ କରିଛି ରୋଗୀଙ୍କ ସଂଖ୍ୟା । ଗତବର୍ଷ ଏହି ସମୟରେ ୬୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଏବର୍ଷ ରୋଗୀଙ୍କ ସଂଖ୍ୟା ବଢି ୧୦୭୬ରେ ପହଞ୍ଚିଛି । ଖୋର୍ଦ୍ଧାରେ ସର୍ବାଧିକ ୨୯୦, ସୁନ୍ଦରଗଡରେ ୨୧୦ ଚିହ୍ନଟ ହୋଇଥିବା ବେଳେ ଗତକାଲି ୨୦୯ ଜଣଙ୍କ ମଧ୍ୟରୁ ୧୯ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……