ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବରୁ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ରାସନ ସାମଗ୍ରୀ ବିତରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ଜୁନ୍ ୨୯, ୨୦୨୧ ଆଦେଶ ଦେଇଥିଲେ। ଓଡ଼ିଶା ସମେତ ତାମିଲନାଡ଼ୁ, ଝାଡ଼ଖଣ୍ଡ, ଦିଲ୍ଲୀ ଓ ଆସାମ ଏହି ଆଦେଶର ଅନୁପାଳନ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଆଦେଶକୁ କେନ୍ଦ୍ର ସରକାର ଏବଂ କିଛି ରାଜ୍ୟ ଅନୁପାଳନ କରିନଥିବା ଅଭିଯୋଗ କରି ସାମାଜିକ କାର୍ଯ୍ୟକର୍ତ୍ତା ହର୍ଷ ମନ୍ଦର, ଅଞ୍ଜଳି ଭାରଦ୍ବାଜ ଓ ଜଗଦୀଶ ଛୋକରଙ୍କ ଦ୍ବାରା ପିଟିସନ୍ ଦାୟର କରାଯାଉଛି।






More Stories
ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ମୃତ…..
କେରଳ ହେଲା“କେରଳମ୍”……
ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ…..