ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବରୁ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ରାସନ ସାମଗ୍ରୀ ବିତରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ଜୁନ୍ ୨୯, ୨୦୨୧ ଆଦେଶ ଦେଇଥିଲେ। ଓଡ଼ିଶା ସମେତ ତାମିଲନାଡ଼ୁ, ଝାଡ଼ଖଣ୍ଡ, ଦିଲ୍ଲୀ ଓ ଆସାମ ଏହି ଆଦେଶର ଅନୁପାଳନ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଆଦେଶକୁ କେନ୍ଦ୍ର ସରକାର ଏବଂ କିଛି ରାଜ୍ୟ ଅନୁପାଳନ କରିନଥିବା ଅଭିଯୋଗ କରି ସାମାଜିକ କାର୍ଯ୍ୟକର୍ତ୍ତା ହର୍ଷ ମନ୍ଦର, ଅଞ୍ଜଳି ଭାରଦ୍ବାଜ ଓ ଜଗଦୀଶ ଛୋକରଙ୍କ ଦ୍ବାରା ପିଟିସନ୍ ଦାୟର କରାଯାଉଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..