ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲଘୁଚାପ ପ୍ରଭାବରେ ସାରା ରାଜ୍ଯରେ ଲାଗି ରହିଛି ବର୍ଷା । ଯାହା ଫଳରେ ଫିକା ପଡ଼ିପାରେ ପାର୍ବଣର ପରିବେଶ। ତଥାପି ଜଗତଜନନୀଙ୍କୁ ସ୍ଵାଗତ କରିବା ପାଇଁ ଜୋରସୋରରେ ଚାଲିଛି ମଣ୍ଡପ ଓ ତୋରଣ କାମ। ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଭୁବନେଶ୍ଵର ରସୁଲଗଡ଼ ପୂଜା କମିଟିର ତୋରଣ କାର୍ଯ୍ୟ ସରିଥିବା ବେଳେ ମାଆଙ୍କ ମୂର୍ତ୍ତି କାର୍ଯ୍ୟ ଅଳ୍ପ ବାକି ରହିଛି। ରବିବାର ସନ୍ଧ୍ୟାରେ ବେଳବରଣୀ ମୁହୂର୍ତ୍ତ ଥିବାରୁ ଜୋରସୋରରେ ଲାଗିଛନ୍ତି କାରିଗର।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……