ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ଅଲିମ୍ପିକ୍ସ ଶହେ ମିଟର ରେସ୍ ହିଟ ରାଉଣ୍ଡରେ ନିରାଶ କରିଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ଭଲ ପ୍ରଦର୍ଶନ ସତ୍ତ୍ୱେ ସପ୍ତମ ସ୍ଥାନରେ ରହିଥିଲେ । ଶହେ ମିଟର ଅତିକ୍ରମ କରିବା ପାଇଁ ସେ ନେଇଥିଲେ ୧୧.୫୪ ସେକେଣ୍ଡ । ଶହେ ମିଟରରେ ଦୌଡ଼ିଥିବା ମୋଟ୍ ୫୪ ପ୍ରତିଯୋଗୀଙ୍କ ଭିତରେ ଦୂତୀ ୪୫ତମ ସ୍ଥାନରେ ରହିଛନ୍ତି । ଏଥିସହ ଶହେ ମିଟର ରେସରେ ଶେଷ ହୋଇଛି ଦୂତୀଙ୍କ ଯାତ୍ରା । ଆଗକୁ ୨୦୦ ମିଟର ରେସରେ ଟ୍ରାକକୁ ଓହ୍ଲାଇବେ ଓଡ଼ିଶାର ଦୌଡ଼ରାଣୀ । ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି । ଦ୍ୱିତୀୟ ଥର ଅଲିମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ୱ କରିଛନ୍ତି ଓଡ଼ିଶାର ଅଲିମ୍ପିଆନ୍ ଦୂତୀ ଚାନ୍ଦ ।






More Stories
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା…..
ପବିତ୍ର ରଥ ଯାତ୍ରାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ…
ସିଏମ୍ଓରୁ ଫାଇଲ ହଜିବା ଘଟଣା:ଦୁଇ ଆଇଏଏସ୍ ଅଧିକାରୀଙ୍କୁ ପୋଲିସର ସମନ୍…..